Duration 4400

| | Jiban Amara Dayitwa Amara | | Binod Bihari | | Odia Motivational Speech

1 318 watched
0
153
Published 11 Oct 2023

ARPAN TV ଜୀବନ ଆମର ଦାୟିତ୍ବ ଆମର କାର୍ଯ୍ୟକ୍ରମ ରେ ଯେଉଁ କଥା ବସ୍ତୁ ଆପଣ ମାନଙ୍କ ପାଖରେ ପହଞ୍ଚେଇବାର ପ୍ରଚେଷ୍ଟା କରୁଛୁ ଏ କଥା କୌଣସି ଜାତି ସହିତ ଜଡିତ ନୁହଁ, କୌଣସି ଧର୍ମ ସହିତ ଜଡିତ ନୁହଁ, କୌଣସି ସମ୍ପ୍ରଦାୟ ସହିତ ଜଡିତ ନୁହଁ କାହାର ବ୍ୟବସାୟ ସହିତ ଜଡିତ ନୁହଁ ,ଏ କଥା ଆପଣଙ୍କ ଜୀବନ ସହିତ ଜଡିତ l ବ୍ୟକ୍ତି ଟିଏ ବଦଳି ଯାଉ ବ୍ୟକ୍ତି ଟିଏ ସୁଧୁରି ଯାଉ ଏହା ହିଁ ଆମ ଉର୍ଦ୍ଦେଶ୍ୟ l #JibanaAamarDayitwaAamar Talk by Binod bihari concept Binod bihari whatsap=9438821964

Category

Show more

Comments - 2